ଲାଖି
ଦେଖଣା
ଲାଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଲକ୍ଷ୍ୟ)
[ସମ୍ପାଦନା]ତୁଳନା — Comparision.
ବିଶେଷଣ -
[ସମ୍ପାଦନା]- ୧. କୌଣସି ବସ୍ତୁ ସଙ୍ଗେ ତୁଳନୀୟ — ୧. Comparable with anything.
- ୨. ସମକକ୍ଷ; ସଦୃଶ; ସମାନ —୨. Equal; similar.
- ୩. ଯଥୋପଯୁକ୍ତ; ଉପଯୁକ୍ତ —୩. Benifitting; becoming.
(ଯଥା—କନ୍ୟାଲାଖି ବର ମିଳିଗଲା)