ଲାଖି ଯିବା
ଦେଖଣା
ଲାଖି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଖି ଯିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଦୃଢ଼ରୂପେ ଲାଗିଯିବା —୧. To be attached firmly; to stick firmly.
- ୨. ଉତ୍ତମରୂପେ ପ୍ରଯୋଜ୍ୟ ହେବା; ଉପଯୁକ୍ତ ହେବା ଖାପ ଖାଇବା —୨. To be fitting; to be suitable.
[ଯଥା—ଏ ଢଗଟି ଏ କଥାକୁ ଠିକ୍ ଲାଖି ଗଲା]