ଲାଖ କରିବା
ଦେଖଣା
ଲାଖ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଖ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ଲକ୍ଷ୍ୟ ପ୍ରତି ଶର ଆଦି ନିକ୍ଷେପ କରିବା —To aim (an arrow or gun) at a target.
[ଦ୍ରଷ୍ଟବ୍ୟ —ଯୁଧିଷ୍ଠି ରଜାଙ୍କ ଗଣ୍ଡ଼ିକି କରି ଲାଖ, ବିନ୍ଧିଲେ ବଜାଇଣ ଉତ୍ତମ ବିଶିଖ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ]