Jump to content

ଲାଖ ବାଜିବା

ଉଇକିଅଭିଧାନ‌ରୁ

ଲାଖ ବାଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲକ୍ଷ୍ୟଭେଦ; ଲକ୍ଷ୍ୟ ସ୍ଥଳରେ ଅସ୍ତ୍ରଶସ୍ତ୍ରାଦିର ଚୋଟ ପହଞ୍ଚିବା —Striking at a target.

[ଉ—ବାଜିବ କି ଲାଖ, ବିଶୀର୍ଣ୍ଣ ହେବ ଗୁଣ ଶିଳୀମୁଖ ଭଞ. ବୈଦେହୀଶବିଳାସ]