ଲାଖ ବିନ୍ଧିବା
(ଲାଖ ଭେଦିବା—ଅନ୍ୟରୂପ)
=== ଦେଶଜ - କ୍ରିୟାପଦ - (ସଂସ୍କୃତ - ଲକ୍ଷ୍ୟ+ବିଧ୍ ଧାତୁ) mdash;
ଲକ୍ଷ ବା ଶରବ୍ୟକୁ ବାଣ ବା ଗୁଳିଦ୍ୱାରା ଭେଦ କରିବା — To shoot at a target; to hit a target.
[ଲାଖ ବିନ୍ଧା ଯି(ହେ)ବା —କର୍ମବାଚ୍ୟ ରୂପ]