Jump to content

ଲାଖ ମାରିବା

ଉଇକିଅଭିଧାନ‌ରୁ

ଲାଖ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲାଖଦ୍ୱାରା ଚିଠି ଆଦି ମୁଦିକା;୨ ଲକ୍ଷ୍ୟ ଭେଦ କରିବା



ଲାଖ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରିୟାପଦ - (ସଂସ୍କୃତ - ଲକ୍ଷ) mdash;

୧. ନାଖ ବା ଜଉଦ୍ୱାରା ମୁଦିବା —୧. To seal with sealing wax.
୨. (ସଂସ୍କୃତ - ଲକ୍ଷ) କୌଣସି ପଦାର୍ଥ ଉପରେ ପ୍ରଭେଦଜ୍ଞାପକ ଚିହ୍ନ ଲଗାଇବା — ୨. To put a distinguishing mark on a thing.
୩: ଶରବ୍ୟ ସ୍ଥାପନ କରିବା — ୩. To set up or fix a target.