Jump to content

ଲାଗିବା ନ ଲାଗିବା

ଉଇକିଅଭିଧାନ‌ରୁ

ଲାଗିବା ନ ଲାଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲାଗେ କି ନ ଲାଗେ—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ସ୍ପର୍ଶ କରିବା ନ କରିବାପରି ଜଣାଯିବା; ଅତି ସୂକ୍ଷ୍ମରୂପେ ସ୍ପର୍ଶକରିବା —To seem to touch and not to touch to touch very slightly.

[ଉ—ସେ ଘୋଡ଼ାଙ୍କର ବେଗ ପବନୁ ଚଳିଲା, ଅବନୀରେ ଚକ ଲାଗିଲା ନ ଲାଗିଲା କୃଷ୍ଣସିଂହ. ମହାଭାରତ. ବନ]