Jump to content

ଲାଗିଯିବା

ଉଇକିଅଭିଧାନ‌ରୁ

ଲାଗିଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲଗ୍ ଧାତୁ)

[ସମ୍ପାଦନା]
୧. ସଂଲଗ୍ନ ବା ସମ୍ପୂର୍ଣ୍ଣରୂପେ ମିଳିତ ହେବା —୧. To become marged in.
୨. ଯୋଡ଼ି ହୋଇଯିବା —୨. To become j̄oined to.
୩. (କୌଣସି କାର୍ଯ୍ୟ) କ୍ରମାଗତ ଚାଲିବା —୩. To continue.

[ଉ—ଉତ୍ସବ ଉପରେ ଉତ୍ସବ ଅପର ଲାଗିଗଲା ନୀଳାଚଳେ ରାଧାନାଥ. ପାର୍ବତୀ]