Jump to content

ଲାଗି ଖାଇବା

ଉଇକିଅଭିଧାନ‌ରୁ

ଲାଗି ଖାଇବା

ଉଚ୍ଚାରଣ

[ସମ୍ପାଦନା]

(ମାଗି ଖାଇବା—ବିପରୀତ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମୂଲ ଲାଗି କିମ୍ୱା ପରିଶ୍ରମ କରି ଆପଣା ପେଟ ପୋଷିବା —To earn one's livelihood by labour; to earn one's bread by the sweat of one's brow.

[ଉ—ଯେ ଲାଗିଯାଏ, ସେ ମାଗିଖାଏ ନାହିଁ, ଯେ ମାଗିଖାଏ ସେ ଲାଗିଖାଏ ନାହିଁ ଢଗ]