Jump to content

ଲାଗି ଚନ୍ଦନ

ଉଇକିଅଭିଧାନ‌ରୁ

ଲାଗି ଚନ୍ଦନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେବତା ଆଦିଙ୍କ ନିମନ୍ତେ ଅଭିପ୍ରେତ ଚନ୍ଦନ —୧. Sandal paste intended for being put on a Deity.
୨. ଯେଉଁ ଚନ୍ଦନ ଦେବତାଙ୍କଠାରେ ବୋଳା ହୋଇଥାଏ (ଓ ପରେ ତାହା ତାହାଙ୍କ ଦେହରୁ କଢ଼ାଯାଇ ଥାଏ) — ୨. Sandal paste once put on the body of a Deity (and afterwards taken off).

[ଦ୍ରଷ୍ଟବ୍ୟ —ଏହିପରି ଲାଗିମାଳ, ଲାଗି ବେଲପତ୍ରୀ ଆଦି ହୁଏ]