ଲାଗି ପଡ଼ି (କୌଣସି କାର୍ଯ୍ୟ କରିବା)
ଦେଖଣା
ଲାଗି ପଡ଼ି (କୌଣସି କାର୍ଯ୍ୟ କରିବା)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଗି ପଡ଼ି (କୌଣସି କାର୍ଯ୍ୟ କରିବା)
|
ଦେଶଜ - କ୍ରି. ବିଣ—(ସହଚର ଶବ୍ଦ)
[ସମ୍ପାଦନା]- ୧. ଦିବାନିଶି ମନ ଓ ଦେହକୁ ଲଗାଇ (କୌଣସି କାର୍ଯ୍ୟ କରିବା) — ୧. (to do any work) With full force of one's body and mind.
- ୨. ବହୁ ପରିଶ୍ରମ ସହକାରେ —୨. With great labour; very laboriously.
- ୩. ଅବିଚ୍ଛିନ୍ନରୂପେ (କୌଣସି କାର୍ଯ୍ୟ କରିବା) —୩. (to do any work) Uninterruptedly; continuously.