Jump to content

ଲାଗି ପାରିବା

ଉଇକିଅଭିଧାନ‌ରୁ

ଲାଗି ପାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସମାନ ହୋଇ ପାରିବା —୧. To be equal to.

[ଉ—ତୁମ୍ଭେ ଏକା ଲାଗିପାର ତାହାଙ୍କ ସାଥ କୃଷ୍ଣସିଂହ. ମହାଭାରତ ବନ]

୨. (କୌଣସି ବସ୍ତୁ) ପରିହିତ ବା ଅର୍ପିତ ହେବାର ଯୋଗ୍ୟ ହେବା —୨. To be suitable or convenient for being put on.

(ଯଥା—ବଡସିଂହାର ପରେ ଠାକୁରଙ୍କ ଶ୍ରୀଅଙ୍ଗରେ ଏ ମାଳାମାନ ଲାଗି ପାରିବ ନାହିଁ)