Jump to content

ଲାଗି ରହିବା

ଉଇକିଅଭିଧାନ‌ରୁ

ଲାଗି ରହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବହୁକାଳ ପାଇଁ ସଂଲଗ୍ନ ହେବା — ୧, To be attached for a long time; tolinger.

[ଉ—ଏବେ ସୁଦ୍ଧା ଲାଗି ରହିଛି ଶ୍ରବଣେ ଅମାନୁଷୀ ସେହି ବାଣୀ ରାଧାନାଥ. ପାର୍ବତୀ]

୨. ବହୁକାଳ ପାଇଁ ବ୍ୟାପିବା —୨. To continue for a long time.
୩. କୌଣସି କାର୍ଯ୍ୟରେ ବହୁକାଳ ନିଯୁକ୍ତ ରହିବା —୩. To be engaged in a work for a long time.