Jump to content

ଲାଗୁଆ କରିବା

ଉଇକିଅଭିଧାନ‌ରୁ

ଲାଗୁଆ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (କୌଣସିବ୍ୟକ୍ତି ତାଙ୍କୁ) କୌଣସି ଦ୍ରବ୍ୟ—ନିୟମିତରୂପେ ଆଣି ଯୋଗାଇବା ପାଇଁ କୌଣସି ଦ୍ରବ୍ୟବିକ୍ରେତା ସଙ୍ଗେ ବନ୍ଦୋବସ୍ତ କରିବା —୧. To arrange or contract with a trader or seller of any provision or commodity, that he should regularly supply a particular article to a person daily.
୨. (କୌଣସି ବିକ୍ରେତା) କୌଣସି ଦ୍ରବ୍ୟ ନିୟମିତରୂପେ ପ୍ରତିଦିନ ଯୋଗାଇବା ପାଇଁ କୌଣସି କ୍ରେତାଙ୍କ ସଙ୍ଗେ ଜବାବ କରିବା — ୨. To contract or promise to supply a particular provision regular to any customer every day.