ଲାଗୁଣୀ
ଦେଖଣା
ଲାଗୁଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଗୁଣୀ
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ମୂଲିଆଣୀ —୧. A female day-labourer.
- ୨. ବନ୍ଧା ମୂଲିଆଣୀ; ଯେଉଁ ମୂଲିଆଣୀ ପ୍ରତିଦିନ ପ୍ରଭୁଙ୍କ କାମ କରେ —୨. A regular female day-labourer.
ପ୍ରାଦେଶିକ - (କଟକସହର) ବିଶେଷ୍ୟ -
[ସମ୍ପାଦନା]ନାଗୁଣୀ; ମାଈ ନାଗସାପ — A female ' Nāga' serpent.