ଲାଗୁ ଲାଗୁ
ଦେଖଣା
ଲାଗୁ ଲାଗୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲାଗୁ ଲାଗୁ
|
ଦେଶଜ - ଅ (ଲାଗିବା କ୍ରିୟାର ଅସମାପିକାରୂପର ଦ୍ୱିପ୍ରୟୋଗ);
[ସମ୍ପାଦନା]ଅନୁଭୂତ ହେବାର ବା ଲାଗିବାର ଆରମ୍ଭରେ; ଆରମ୍ଭ ହେଉ ହେଉ —While beginning; at the beginning.
[ଉ—କୁସୁମୋତ୍ସବ ବିଚ୍ଛେଦ ଯୁଗୁ, ଲାଗି ଡକାଇତ ଲାଗୁ ଲାଗୁ କବିସୂର୍ଯ୍ୟ. ସଙ୍ଗୀତ]