ଲାଗେ
ଦେଖଣା
ଲାଗେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲାଗେ
|
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଲଗ୍ନେ)
[ସମ୍ପାଦନା][ଏହି ଓ ସେହି ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ୟବହୃତ ହୁଏ, ଯଥା—ଏହି ଲାଗେ ଏଇ ଲାଗେ, ଇ ଲାଗେ=ବର୍ତ୍ତମାନ; ସେହି ଲାଗେ, ସେଇ ଲାଗେ, ସି ଲାଗେ=ତତ୍ କ୍ଷଣାତ୍] ===
କ୍ଷଣରେ —At a particular moment.
ଅ
[ସମ୍ପାଦନା]- ୧. କୁକୁରମାନଙ୍କୁ ବିଲୁଆ, ମାଙ୍କଡ଼ଆଦି ଶିକାରଙ୍କ ପଛରେ ଲଗାଇବା ବ୍ୟକ୍ତିର ଉଚ୍ଚାରଣ କରିବା ଶବ୍ଦ —୧. (Interjection) A word or halloo uttered by persons to encourage or exhort dogs set on a prey.
- ୨. ନିକଟରେ; ପାଖରେ; ସନ୍ନିକଟରେ —୨. Near; by the side of.
[ଉ—ମିଳିଲା ଭ୍ରଥଖଣ୍ଡ ଲାଗେ ଯଶୋବନ୍ତ. ବ୍ରହ୍ମଗୀତା]
- ୩. ଦେହରେ; ସଙ୍ଗେ —୩. In the body of; in the company of.
[ଉ— ବିଜୁଳି ଯେହ୍ନେ କଳାମେଘେ, ଦିଶନ୍ତି ଗୋବିନ୍ଦର ଲାଗେ ଜଗନ୍ନାଥ. ଭାଗବତ]
ଦେଶଜ - କ୍ରି. (ଲାଗିବା କ୍ରିୟାର ନିତ୍ୟପ୍ରବୃତ୍ତ ବର୍ତ୍ତମାନକାଳ ୩ୟ ପୁରୁଷ ଏକବଚନ) (ସେ, ତାହା)
[ସମ୍ପାଦନା]ଲାଗଇ — (that) Does devolve on.