Jump to content

ଲାଗ୍ ଖାଇବା

ଉଇକିଅଭିଧାନ‌ରୁ

ଲାଗ୍ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ -(ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]
୧. ଋଣ କରିବା — ୧. To borrow.
୨. ଋଣଦ୍ୱାରା ବ୍ୟୟ ନିର୍ବାହ କରିବା —୨. To meet one's expenses by borrowing.

ଉ—ଲାଗ୍ ଖାଉଁ, ଲଗେଇ ନାଇ ହଉଁ ଢଗ=ବରଂ କରିବି କିନ୍ତୁ ପର ପାଇଁ ଜମିନ୍ ହେବି ନାହିଁ)