ଲାଘବ
ଦେଖଣା
ଲାଘବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଲଘୁ+ଭାବ. ଅ)
[ସମ୍ପାଦନା]- ୧. ଲଘୁତା; ଲଘୁଭାବ — ୧. Lightness; levity.
- ୨. କ୍ଷୁଦ୍ରତ୍ୱ — ୨. Smallness; insignificance.
- ୩. କ୍ଷିପ୍ରତା; ଶ୍ରୀଘ୍ରତା —୩. Haste; swiftness; agility.
- ୪. ଗୌରବହାନି; ଅପମାନ —୪. Dishonour; diminution of honour.
- ୫. ସୁସ୍ଥତା; ଆରୋଗ୍ୟ — ୫. Convalescene.
- ୬. କମି ଯିବା —୬. Becoming less; becomong diminished.
- ୭. ଛୋଟ ହେବା —୭. Becoming small.
- ୮. କ୍ଲେବ୍ୟ; କ୍ଲୀବତା —୮. Impotence; eunochism.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲଘୁହସ୍ତତା —୧. Lightandedness; agility; dexterity.
[ଉ—ଭୀଷ୍ମଙ୍କର ଯୁଝିବା ଲାଘବ ଦେଖି କରି କୃଷ୍ଣସିଂହ. ମହାଭାରତ ଆଦି]
- ୨. କୌଶଳ —୨. Skill.
[ଉ— ଉତ୍ତର ବାହିବା ଲାଘବେ ଅର୍ଜୁନଙ୍କ, ରଥ କଲା ଗତିରେ ଭୟ ପବନଙ୍କ କୃଷ୍ଣସିଂହ ମହାଭାରତ ବିରାଟ]