ଲାଙ୍ଗଳି ଶାକ
ଦେଖଣା
ଲାଙ୍ଗଳି ଶାକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଙ୍ଗଳି ଶାକ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜଳପିପ୍ପଳୀ; ଏକପ୍ରକାର କଳମ ଶାଗ — Purple Lippia Nodiflora; Convolvulus Ripens; Ipomœa Reptans.
[ଦ୍ରଷ୍ଟବ୍ୟ —ଏହା ପାଣି ଉପରେ ଲଟାଇକରି ମାଡେ; କିନ୍ତୁ ଏଥିର ଚେର ଜଳକୂଳରେ ଭୂମିରେ ସଂଲଗ୍ନ ଥାଏ ଏହାର ଲତା ରକ୍ତାଭ କୃଷ୍ଣବର୍ଣ୍ଣ, ପତ୍ର ତ୍ରିକୋଣ ଏହାର ପତ୍ରକୁ ଗରିବ ଲୋକମାନେ ଶାଗ କରି ଖାଆନ୍ତି ବୈଦ୍ୟଶାସ୍ତ୍ର ମତରେ ଏହା ହୃଦୟ— ଗ୍ରାହୀ, ଚକ୍ଷୁର ହିତକର, ଶୁକ୍ର ବର୍ଦ୍ଧକ, ଲଘୁ, ଧାରକ, ଶୀତବୀର୍ଯ୍ୟ, ରୁକ୍ଷ, କଟୁକଷାୟରସ, କଟୁବିପାକ, ରୁଚିକର, ଅଗ୍ନିବର୍ଦ୍ଧକ ଏବଂ ରକ୍ତଦୋଷ, ଦାହ ଓ ବ୍ରଣନାଶକ— ଦ୍ରବ୍ୟଗୁଣ]