Jump to content

ଲାଙ୍ଗଳେଶ୍ୱର

ଉଇକିଅଭିଧାନ‌ରୁ

ଲାଙ୍ଗଳେଶ୍ୱର

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Laṅgaḻeṡwara
  • ଆଇ.ପି.ଏ. — lˈɔ ˈakaɾ ˈuŋɡɔ̃ hˈʌlˈʌntɔ ɡˈɔ ˈl̩ʌ ˈekaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମହାଦେବଲିଙ୍ଗ ବିଶେଷ — ୧. Name of a Ṡiba-liṅga.
୨: ବାଲେଶ୍ୱର ଜିଲ୍ଲାରେ ଥିବା ସୁନାମପ୍ରସିଦ୍ଧ ଶିବଲିଙ୍ଗଙ୍କ ନାମରେ ନାମିତ ସ୍ଥାନ —୨. Name of a place in Balasore, named according to the Ṡiba Lāṅgaḻeṡwara established there.

[ଉ—ରଙ୍ଗଣେ ରଞ୍ଜିତ ସିକତିଳ ସ୍ଥଳୀ ଲାଙ୍ଗଳେଶ୍ୱର ରାଧାନାଥ. ଉଷା]