ଲାଙ୍ଗଳ ଦଣ୍ଡ
ଲାଙ୍ଗଳୀଷା; ଈଷ; ଯେଉଁ ଦଣ୍ଡ ଲଙ୍ଗଳକୁ ଯୁଆଳି ସଙ୍ଗେ ସଂଯୁକ୍ତ କରେ — The beam of a plough; plough-staff.