Jump to content

ଲାଙ୍ଗୁଡା

ଉଇକିଅଭିଧାନ‌ରୁ

ଲାଙ୍ଗୁଡା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ଲାଙ୍ଗୁଳ ଯୁକ୍ତ)

[ସମ୍ପାଦନା]
୧. ଲାଙ୍ଗୁଳଯୁକ୍ତ — ୧. Having a tail; tailed.
୨: ଯେ ଆପଣା ପଛରେ ଗୋଟାଏ ଲମ୍ୱ ଲାଞ୍ଜ ପୋଷାକ ରୂପେ ବାନ୍ଧିଥାଏ —୨. Wearing a tail as a dress.

[ଦ୍ରଷ୍ଟବ୍ୟ —ଯାତ୍ରାରେ ହନୁମାନ ସୁଆଙ୍ଗ ସାଜିବା ବ୍ୟକ୍ତି ଆପଣା ପଛ ପଟେ ଗୋଟାଏ ଲାଙ୍ଗୁଡ ବାନ୍ଧିଥାଏ]

୩. ଲାଙ୍ଗୁଡି (ଦେଖ) - —୩. Lāṅguṟḍ̠i (See)

ବିଶେଷ୍ୟ -

[ସମ୍ପାଦନା]

ଲାଙ୍ଗୁଡା ପୋକ (ଦେଖ) - —Lāṅguṟḍ̠ā poka (See).