ଲାଙ୍ଗୁଡା ପୋକ
ଦେଖଣା
ଲାଙ୍ଗୁଡା ପୋକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଙ୍ଗୁଡା ପୋକ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର କୃମି ବା ଅଂଶେଇ — Larva of Eristalis Tenax; rat-tailed larvae; Pupigerous larva.
[ଦ୍ରଷ୍ଟବ୍ୟ —ଏମାନଙ୍କ ଦେହ କୋମଳ, ମାଂସଳ ଓ ଗୋଲ ଏମାନେ ପଦହୀନ ଓ ଏମାନଙ୍କର ଗୋଟିଏ ଲାଙ୍ଗୁଡ ଥାଏ ଏମାନେ ପଚା ସଢ଼ା ଘାଆରେ, ନର୍ଦ୍ଦମା ପଙ୍କରେ ଓ ମୂତନଳାର ପାଣିରେ ଜନ୍ମନ୍ତି]
ପ୍ରକୃତରେ ଏମାନେ ଏକ ଜାତୀୟ ପକ୍ଷଯୁକ୍ତ ପୋକଙ୍କର (Drone fly) କୃମି (larva)ଅବସ୍ଥା]