Jump to content

ଲାଙ୍ଗୁଡି

ଉଇକିଅଭିଧାନ‌ରୁ

ଲାଙ୍ଗୁଡି

ଉଚ୍ଚାରଣ

[ସମ୍ପାଦନା]

(ଲାଙ୍ଗୁଡିଆ—ପୁଂ. ରୂପ)

[ଲାଙ୍ଗୁଡେଈ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତି ସଙ୍ଗେ ସଙ୍ଗେ ଗୋଡାଇ ଥାଏ; ଅନୁସରଣିଆ — ୧. One who hangs on the sleeves of another person.
୨. ପରାନ୍ନଭୋଜୀ —୨. A hanger on; a toady.
୩. ଲୁଙ୍ଗୁଡା; ଯେଉଁ ବ୍ୟକ୍ତି ଓର ଉଣ୍ଡି ବୁଲୁ ଥାଏ ଓ ବସ୍ତୁର ମାଲିକଙ୍କ ଅମନୋଯୋଗୀ ଥିବା ସମୟରେ ବା ଅନୁପସ୍ଥିତି ସମୟରେ ସୁଯୋଗ ଦେଖି ଚୋରି କରେ —୩. A pilferer; one who loiters about a place and seeks proper opportunity to steal or pilfer things when there is none to watch them.