Jump to content

ଲାଙ୍ଗୁଡେଇବା

ଉଇକିଅଭିଧାନ‌ରୁ

ଲାଙ୍ଗୁଡେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି(ସଂସ୍କୃତ - ଲାଙ୍ଗୁଳ)

[ସମ୍ପାଦନା]
୧. (ପଶୁର ପଛରେ ଲାଙ୍ଗୁଡ ଥିବା ପରି)—କୌଣସି ବ୍ୟକ୍ତିର ପଛେ ପଛେ ରହି ସେ ବ୍ୟକ୍ତି ଯେଉଁଆଡେ ଯାଉଥାଏ, ତାହା ପଛେ ପଛେ ଯିବା —୧. To follow a person persistently; to hang on the sleeves of a person.

ଲାଙ୍ଗଡ୍(ଡି, ଡୁ)ପାଙ୍ଗଡ୍ (ଡି. ଡ) ହେବା, ଲାଙ୍ଗୁଡେଇ ପାଙ୍ଗୁଡେଇ ହେବା } ଅନ୍ୟରୂପ

୨. ମନରେ କୌଣସି ଗୁପ୍ତ ଉଦ୍ଦେଶ୍ୟ ରଖି ବାହାରେ ଅନ୍ୟ ଛଳନା ଦେଖାଇ କୌଣସି ସ୍ଥାନରେ ଅପେକ୍ଷା କରି ରହି ଇତସ୍ତତଃ ହେବା; ଲୁଙ୍ଗ୍ ପୁଙ୍ଗହେବା — ୨. To loiter at a place on some pretext; to loiter about; to hover about; to haunt about a place.
୩. (କୌଣସି ବିଷୟରେ ଆପଣାର ଚିତ୍ତ ବା ମନ)— ସନ୍ଦେହଯୁକ୍ତ ହୋଇ କର୍ତ୍ତବ୍ୟ ନିର୍ଦ୍ଧାରଣ କରି ନ ପାରି ଇତସ୍ତତଃ ହେବା; ଦୋଦୋପାଞ୍ଚ ହେବା —୩. To vacillate; to be restless in mind regarding a matter; not to be able to settle what to do; to be unable to settle whether to do or not to do a thing.

[୩ୟ ଅର୍ଥରେ ପ୍ରୟୋଗ—ମୁଁ ଲାଙ୍ଗୁଡେଇ ହେଉଛି, ବା ମୋମନ ଲାଙ୍ଗୁଡେଇ ହେଉଛି]