ଲାଙ୍ଗୁଡ ଖଣ୍ଡି
ଦେଖଣା
ଲାଙ୍ଗୁଡ ଖଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଙ୍ଗୁଡ ଖଣ୍ଡି
|
(ଲାଙ୍ଗୁଡ ଖଣ୍ଡିଆ—ପୁଂ, ରୂପ)
ଦେଶଜ - ବିଶେଷଣ - ଓ ବିଶେଷ୍ୟ - (ପୁଂ ଓ ସ୍ତ୍ରୀ)—(ସଂସ୍କୃତ - ଖଣ୍ଡିକ ଲାଙ୍ଗୁଳ)
[ସମ୍ପାଦନା]- ୧. ଖଣ୍ଡିତପୁଚ୍ଛ (ଜନ୍ତୁ); ଯେଉଁ ପଶୁର ଲମ୍ୱ ଲାଞ୍ଜର ଅଗ୍ରଭାଗର ଅଂଶ ଛିଣ୍ଡି ଯାଇଥାଏ; ଯେଉଁ ପଶୁର ଲାଙ୍ଗୁଳରୁ ଖଣ୍ଡେ ମାତ୍ର ଅବଶିଷ୍ଟ ଥାଏ —୧. Having the end of the tail lopped off; having
lost a part of the tail. ୨: (ଲକ୍ଷଣାର୍ଥ, ମନ୍ଦାର୍ଥ) ଅପଣା ଦଳ ମଧ୍ୟରୁ ବାହାରି ଯାଇଥିବା ବା ବାହାରେ ରହିଥିବା ଲୋକ; ଯେଉଁ ବ୍ୟକ୍ତି ଲାଙ୍ଗୁଡଖଣ୍ଡି ଜନ୍ତୁପରି ଦଳସ୍ଥ ଅନ୍ୟ ବ୍ୟକ୍ତିଙ୍କ ସହିତ ମିଶେ ନାହିଁ; ଗୋଠ— ଖଣ୍ଡିଆ —୨. (Bad sense) A person who does not mix with the members of his party or sect; a renegade.