Jump to content

ଲାଙ୍ଗୁଡ ଟେକିବା

ଉଇକିଅଭିଧାନ‌ରୁ

ଲାଙ୍ଗୁଡ ଟେକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦୌଡିବା ସମୟରେ (ପଶୁ) ନିଜର ଲାଙ୍ଗୁଡକୁ ଉର୍ଦ୍ଧକୁ ଉଠାଇବା — ୧. To raise the tail while running (said of a beast).
୨: (ଲକ୍ଷଣାର୍ଥ) ଉଦ୍ଦେଗ ସହିତ ପ୍ରସ୍ତୁତ ରହିବା —୨. (figurative) To be ready with eagerness.

୩: ଉଦ୍ଦିଗ୍ନ ହୋଇ କୌଣସି ବିଷୟକୁ ଅପେକ୍ଷା କରିବା — ୩. To wait for any matter with eagerness.
୪. (ଲକ୍ଷଣାର୍ଥ; ପଶୁମାନେ ଆନନ୍ଦରେ ଲାଙ୍ଗୁଡ ଟେକି ଦଉଡୁଥିବାରୁ) ଆନନ୍ଦରେ ମତ୍ତ ହେବା — ୪. (figurative) To be mad with joy.