Jump to content

ଲାଙ୍ଗୁଡ ବାନ୍ଧିବା

ଉଇକିଅଭିଧାନ‌ରୁ

ଲାଙ୍ଗୁଡ ବାନ୍ଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପଶୁର ଲାଙ୍ଗୁଡପରି ଗୋଟିଏ ଲାଙ୍ଗୁଡ ଆପଣାର ପଛରେ ଯୁକ୍ତ କରିବା ବା ପିନ୍ଧିବା —୧. To wear a tail as a dress, to tie a tail to one's hind parts.
୨: (ଲକ୍ଷଣାର୍ଥ) ଆପଣା ସଙ୍ଗେ ଗୁଡିଏ ଅକାମିକା ବ୍ୟକ୍ତି ରଖିବା (ଯାହାକୁ ଆପଣାକୁ ଟାଣିବାକୁ ପଡେ) —୨. (figurative) To be encumbered with useless dependents or hangers on.