Jump to content

ଲାଙ୍ଗୂଳ

ଉଇକିଅଭିଧାନ‌ରୁ

ଲାଙ୍ଗୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲନଗ ଧାତୁ+କର୍ତ୍ତୃ. ଊଳ; ଯାହା ଜୀବର ପୃଷ୍ଠ ଶେଷରେ ଲାଗିଥାଏ)

[ସମ୍ପାଦନା]
୧. ପଶୁ ଆଦିଙ୍କର ପୃଚ୍ଛ; ଲାଞ୍ଜ; ଲମ୍ୱପୁଚ୍ଛ —୧. Long tail of beasts.
୨. ଲୋମଶ ପୁଚ୍ଛ —୨. Hairy tail.
୩. ଶସ୍ୟାଗାର; ଅମାର —୩. A granary (Apte).
୪. ଶିଶ୍ନ ଲିଙ୍ଗ — ୪. Membrum virile.