Jump to content

ଲାଚାରି

ଉଇକିଅଭିଧାନ‌ରୁ

ଲାଚାରି

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ପରସ୍ପର ମିଶ୍ରଣ; ଏକୀଭାବ —Unity.

[ଉ—ମିଶିଲା ଚାରି, ଲୋଚନ ବାରି ରୁହ ମଦନୁ ଲଭି ଲାଚାରି କବିସୂର୍ଯ୍ୟ. କିଶୋରୀଚମ୍ପୂ ମ ଗୀତ]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

(ଫାରାସୀ - ) ବିବଶତା; ନିରାଶ୍ରୟତା; ନିରୁପାୟତା) — Helplessness; resourcelessness.