ଲାଛିବା
ଦେଖଣା
ଲାଛିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ସଂସ୍କୃତ - ଲକ୍ଷ୍ ଧାତୁ; ପ୍ରା. ଲଜ୍ଜ୍ ଧାତୁ) ===
- ୧. (ଲକ୍ଷ୍ୟ ଭେଦ କରିବାକୁ ବନ୍ଧୁକ) ଫଏର୍ କରିବା — ୧. To fire a gun at a target; to shoot at a target.
୨: ବନ୍ଧୁକ ଫୁଟାଇବା; ବନ୍ଧୁକ ମାରିବା —୨. To fire a gun; to shoot.
[ଉ—କେଉ ମୁରୁଚା ଭାଡିରେ ନଳି, ସଜାଡିଛନ୍ତି ଧାଡିକି ଧାଡି, ରୁପି ଅଛନ୍ତି ଲାଛିଲେ ଉଡିଯିବ କଉଡି ଯେ ବ୍ରଡନାଥ. ସମରତରଙ୍ଗ]
- ୩. (ସଂସ୍କୃତ - ଲାଞ୍ଚ୍ ଧାତୁ= ଚିହ୍ନ କରିବା)—ଗୋରୁ ଓ ଘୋଡାଙ୍କ ଦେହରେ ଉତ୍ତପ୍ତ ଲୌହ ଶଳାକାଦ୍ୱାରା ଗାର କାଟିବା — ୩. To sear or scorch lines of the body of cattle and horse with hot iron.
ଅନୁବାଦ
[ସମ୍ପାଦନା]ଲାଛିବା
|
[ଲଛା ହେ (ଯି) ବା—କର୍ମବାଚ୍ୟରୂପ]
- ୪. ପ୍ରଦୀପର ବତିରେ ଅଗ୍ନି ସଂଯୋଗ କରିବା —୪. To light the wick of a lamp.
- ୫. ବାଣ ପ୍ରଭୃତିରେ ଅଗ୍ନି ସଂଯୋଗ କରିବା —୫. To set fire to a firework.