ଲାଛି ହେବା
ଦେଖଣା
ଲାଛି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଛି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିବା — ୧. To shoot one's self to die; to commit suicide by shooting one's self.
୨: ଦେହ ତମାମ୍ ଲାଛିବାର ଦାଗ ଯୁକ୍ତ ହେବା —୨. To have searing marks on the whole body.
- ୩. (ମନୁଷ୍ୟ) ଅଳଙ୍କାରାଦିରେ ବା (ଗଛ) ଫଳରେ ପୂର୍ଣ୍ଣ ହେବା; ଲଦି ହେବା —୨. To be laden with; to be overladen with.