Jump to content

ଲାଜ

ଉଇକିଅଭିଧାନ‌ରୁ

ଲାଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଲାଜ୍. ଧାତୁ+କର୍ମ ଅ); (ସଂସ୍କୃତ - ନିତ୍ୟ ବହୁବଚନରେ ବ୍ୟବହୃତ ଶବ୍ଦ ଲାଜାଃ) ===

୧. ଖଇ; ଲିଆ; ଭଜା ଶସ୍ୟ — ୧. Fried paddy; fried and parched grain.

[ଦ୍ରଷ୍ଟବ୍ୟ —ଧାନରୁ ଚୋପା ନ ଛଡାଇ ଭାଜିଲେ ତହିଁରୁ ଲାଜ (ଲିଆ) ବା ଖଚ୍ଚ ହୁଏ; ଚୋପା ଛଡାଇ ଭାଜିଲେ ତାହା ମୁଢି ବା ଚାଉଳଭଜା ହୁଏ]

୨. ଆତପ ତଣ୍ଡଳ; ଅରୂଆ ଚାଉଳ; ଉଆଚାଉଳ —୨. Rice prepared from dried paddy (without par-boilingit).
୩: ବତୁରା ଚାଉଳ ବା ଶସ୍ୟ —୩. Moistened rice; wetted grain.

୪: ଶସ୍ୟ ୪. Grains.

୫: ଉଶୀର; ବେଣାମୂଳ — ୫. The fraggrant root of 'Beṇā' grass Andropogen Muricatus.

ଦେଶଜ - ବି—(ସଂ; ଲଜ୍ଜା)

[ସମ୍ପାଦନା]
୧. ଲଜ୍ଜା —୧. Shame; modesty. shyness.

[ଉ—ଗଣ୍ଡେ ଅଧରୋଷ୍ଠେ ଲାଜ, ପାଟଳିମା ଫୁଚିଲା ବିମ୍ୱାଧରୀର ରାଧାନାଥ ପାର୍ବତୀ]

ଅନୁବାଦ

[ସମ୍ପାଦନା]
୨. ଦୁର୍ନାମ; ଲୋକ ଲଜ୍ଜା —୨. Scandal; ignomity.
୩. ଲଜ୍ଜାଜନକ ବିଷୟ —୩. A matter of shame.

ବିଶେଷଣ -

[ସମ୍ପାଦନା]

ଲଜ୍ଜାଜନକ —Shameful.

[ଉ—ଧରଣୀ— ଦେବଙ୍କ ଚରଣ ରଜ, ଶିରେ ଘେନିବା ଯେବେ ହେବ— ଲାଜ କବିସୂର୍ଯ୍ୟ. କବିତା]