ଲାଜକୁରୀ
ଲାଜକୁରାର ସ୍ତ୍ରୀଲିଙ୍ଗ; ଲଜ୍ଜାବତୀ —The feminine of Lājakurā
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଜ୍ଜାଳୁ) ଲଜ୍ଜାଳୁ
[[]] (ଦେଖ) - Lajjāḻu (See)
[ଉ— ମଉଳଇ ମୃତପ୍ରାୟେ ପରସ୍ପର୍ଶେ ଯଥା ଲାଜକୁଳୀ ଲତା ରାଧାନାଥ. ଯଯାତି]