ଲାଜକୋଳୀ
ଦେଖଣା
ଲାଜକୋଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଲଜ୍ଜାକୁଳା)
[ସମ୍ପାଦନା]ଲାଜକୁରାର ସ୍ତ୍ରୀଲିଙ୍ଗ; ଲଜ୍ଜାବତୀ —The feminine of Lājakurā
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଜ୍ଜାଳୁ) ଲଜ୍ଜାଳୁ (ଦେଖ) - Lajjāḻu (See)
[ଉ— ମଉଳଇ ମୃତପ୍ରାୟେ ପରସ୍ପର୍ଶେ ଯଥା ଲାଜକୁଳୀ ଲତା ରାଧାନାଥ. ଯଯାତି]