ଲାଜବନ୍ଧନ
ଲାଜବନ୍ଧନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ନ୍ୟାୟ)
[ସମ୍ପାଦନା]ବୃଥା ଭୋଗ ପ୍ରତ୍ୟାଶାକାରୀ ପ୍ରତି ପ୍ରଯୋଜ୍ୟ ନ୍ୟାୟ ବା ଉଲ୍ଲାଖ — An analogical reference made to a foolish person who, while standing behind a post, extended both his palms round the post and took in his folded palms some fried rice which was being distributed to people; but while he wanted to eat the fried rice he would not bring his palms to the mouth on accunt of the intervening post, nor could he release his palms, as the fried paddy in the hollow of the folded palms would fall down.
[ଦ୍ରଷ୍ଟବ୍ୟ —ଜଣେ ନିର୍ବୋଧ ବ୍ୟକ୍ତି ଗୋଟିଏ ଖଣ୍ଟର ପଛଆଡେ ଠିଆ ହୋଇ ଖୁଣ୍ଟକୁ ବେଢାଇ ହାତ ଦୁହିଙ୍କୁ ଆଗକୁ ବଢାଇ ଆଞ୍ଜୁଳା କରି ଆଞ୍ଜୁଳାରେ ଆଞ୍ଜୁଳାଏ ଖଇ ପାଇଲା ସେ ଅବସ୍ଥାରେ ଲୋକଟି ତାହା ଖାଇ ପାରିଲା ନାହିଁ ଅଥଚ ତାକୁ ଖାଇବା ପାଇଁ ଆଶାନ୍ୱିତ ହୋଇ ରହିଲା, ଆଗରେ ଖୁଣ୍ଟ ଥିବାରୁ ଆଞୁଳାରେ ଥିବା ଖଇକୁ ମୁହଁ ବଢ଼ାଇ ଖାଇ ପାରିଲା ନାହିଁ, ଏଣେ ହାତକୁ ପାଟି ପାଖକୁ ଆଣିଲା ବେଳକୁ ଆଞ୍ଜୁଳା ଫିଟି ଗଲେ ଖଇତକ ବୁଣି ଯିବ, ଏଥିଯୋଗୁଁ ଆଞ୍ଜୁଳା ନ ଫିଟାଇ, ଅତୋଭ୍ରଷ୍ଟ ତତୋଭ୍ରଷ୍ଟ ହୋଇ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ତାକୁ ବନ୍ଧନରେ ପଡିବାକୁ ହେଲା, ଏହି ନ୍ୟାୟ]