ଲାଜମଣ୍ଡ
(ବୈଦ୍ୟକ)—ଖଇ ମଣ୍ଡ, ଗରମ ପାଣିରେ ସିଝାଇ ଖଇକୁ ଚକଟି ତାହା କପଡା ଛାଣି କରି ପ୍ରସ୍ତୁତ କରାଯିବା ଘନ ପାନୀୟ; ଲାଜପେୟ — A gruel made by sifting boiled fried paddy through cloth.
[ଦ୍ରଷ୍ଟବ୍ୟ —ଏହା ଅଗ୍ନି— ବର୍ଦ୍ଧକ, ଆମଦୋଷନାଶକ, ଜ୍ୱରାତିସାରନାଶକ ଓ ପଥ୍ୟ]