ଲାଜଲାଜ
ଈଷତ୍ ଲଜ୍ଜିତଭାବରେ — A little shyly; bashfully.
(ଉ—ଲୋପାମୁଦ୍ରା ଶୁଣିଣ ଲାଜ ଲାଜ ହୋଇ, ବୋଇଲେ କିମ୍ପାଇ ଡାକୁଛ ପ୍ରାଣସାଇଁ— କୃଷ୍ଣସିଂହ ମହାଭାରତ. ବନ)