ଲାଜହୋମ
ଦେଖଣା
ଲାଜହୋମ
ଉଚ୍ଚାରଣ
[ସମ୍ପାଦନା](ଲଜାହୁମ—ଦେଶଜ - ରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିବାହବେଦୀରେ ପାଣିଗ୍ରହଣ ଓ ଘୃତ ହୋମ ଶେଷ ହେବା ପରେ ଓ ଆଶୀର୍ବାଦଘର (ଗର୍ଭାଧାନ ବା ଦ୍ୱିରାଗମନ) ଦିନ କରାଯିବା ହୋମରେ ବର କ୍ରୋଡରେ କନ୍ୟା ଠିଆ ହୋଇ ଦୁହେଁଯାକ ଏକତ୍ର ଅଞ୍ଜଳିବଦ୍ଧ କରି ସେହି ସଂଯୁକ୍ତ ଅଞ୍ଜଳିରେ ଆଞ୍ଜଳାଏ ଖଇ ଅଗ୍ନିରେ ଆହୁତି ଦେବାରୂପ ବିଧି — The ceremony of the newly married couple jointly presenting a handful of fried paddy to the sacrificial fire after the completion of the marriage-sacrifice and on the day of consummation of marriage.