Jump to content

ଲାଜା

ଉଇକିଅଭିଧାନ‌ରୁ

ଲାଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ସେ. ବିଶେଷ୍ୟ - (ସଂସ୍କୃତ ଲାଜ ଶବ୍ଦ ନିତ୍ୟବହୁବଚନାନ୍ତ 'ଲାଜାଃ'ରୂପେ ବ୍ୟବହୃତ ହୁଏ, ଏଥିପାଇଁ ଭାଷାରେ ମଧ୍ୟ ଖଇକୁ ଲାଜା ବୋଲି ବ୍ୟବହାର କରାଯାଏ; କେହି କେହି ଲାଜା ଶବ୍ଦକୁ ଆକାରାନ୍ତ ସ୍ତ୍ରୀଲିଙ୍ଗ କହନ୍ତି)

୧. ଖଇ — ୧. Fried paddy.
୨: ଚାଉଳ (ହିନ୍ଦୀ - ଶ.) — ୨. Rice.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଲସଜ୍ ଧାତୁ)—ଅଠାଳିଆ ପଣ —୧. Gumminess; stickiness.
୨: ଲଜ୍ଜତ୍; ମୃତ୍ତିକାରେ ଥିବା ରସ ବା ଆର୍ଦ୍ରତା —୨. Wetness or moisture of the soil.

୩: ମଜା; ମାଧୁର୍ଯ୍ୟ —୩. Daintiness.