ଲାଜୁଆ
[ଲାଜେ(ଜୋ)ଈ—ସ୍ତ୍ରୀ]
ଲାଜକୁଳା, ଲଜ୍ଜାଶୀଳ —Modest; shy.
(ଉ—ଲାଜୁଆ ବ୍ରାହ୍ମଣ, କାଶୁଆ ଚୋର, ଗାଆଁ ମଝିରେ ଯେବେ ମୁହଁରେ ଥୋଡ, ଏ ଚାରିଙ୍କର ମୁହଁ ପୋଡ—ଢଗ)