Jump to content

ଲାଜୁକ

ଉଇକିଅଭିଧାନ‌ରୁ

ଲାଜୁକ

ଉଚ୍ଚାରଣ

[ସମ୍ପାଦନା]
(ଲାଜୁକୀ—ସ୍ତ୍ରୀ) 

[ଅଲାଜୁକ—ବିପରୀତ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ବଙ୍ଗଳାରୁ ଅନୁକୃତ)

[ସମ୍ପାଦନା]

ଲଜ୍ଜାଶୀଳ — Modest; coy.

[ଦ୍ରଷ୍ଟବ୍ୟ —ଓଡ଼ିଆରେ ଲାଜୁକ ଶବ୍ଦର ବ୍ୟବହାର କ୍ୱଚିତ୍ ଦେଖାଯାଏ; କିନ୍ତୁ ଏହାର ବିପରୀତ ଅଲାଜୁକ ଶବ୍ଦର ଅବାଧ ବ୍ୟବହାର ଦେଖାଯାଏ]