ଲାଜେ
(ଲାଜେ ଲାଜେ—ଅନ୍ୟରୂପ)
ଲୋକଲଜ୍ଜାକୁ ଡରି —Through fear of being put to shame; for fear of ignominy.
[ଉ—ଚୋର ମା ଲାଜେ ନ କାନ୍ଦେ, ଯେବେ କାନ୍ଦେ ଦୂଆର ଦେଇ କାନ୍ଦେ ଢଗ]