Jump to content

ଲାଜ କଥା

ଉଇକିଅଭିଧାନ‌ରୁ

ଲାଜ କଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଲଜ୍ଜାଜନକ ବିଷୟ —୧. Shameful matter.

[ଉ—ଲାଜ କଥା ଲୋକେ ଦେଖିଲେ ଦାଣ୍ଡେ କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଲ. ଗୀତ]

୨. ଅଶ୍ଳୀଳ ବାକ୍ୟ; ଛୋକାର କଥା (ଯେଉଁ କଥା ଜନ ସମାଜରେ କହିବାକୁ ଲଜ୍ଜା ବୋଧ ହୁଏ) —୨. Indecent words