Jump to content

ଲାଜ କୋଳା

ଉଇକିଅଭିଧାନ‌ରୁ

ଲାଜ କୋଳା

ଉଚ୍ଚାରଣ

[ସମ୍ପାଦନା]
ଲାଜକୁ(କୋ)ରୀ(ଳୀ)—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଲଜ୍ଜାକୁଳ)

[ସମ୍ପାଦନା]

ଲଜ୍ଜାବାନ୍; ଲଜ୍ଜାଳୁ; ଲଜ୍ଜାଶୀଳ; ଯେ ଅନ୍ୟବ୍ୟକ୍ତିଙ୍କ ସାମନାରେ ଠିଆ ହେବାକୁ ବା କଥା କହିବାକୁ ଲଜ୍ଜାବୋଧ କରେ —Modest; shy; beshful.