ଲାଜ ଥୋମଣା
ଦେଖଣା
ଲାଜ ଥୋମଣା
ଉଚ୍ଚାରଣ
[ସମ୍ପାଦନା][ଲାଜ ଥୋମଣିଆ(ଆଁ)—ଅନ୍ୟରୂପ]
[ଲାଜ ଥୋମଣୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଲାଜ ଥୋମଣା
|
ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଅତି ଲଜ୍ଜିତ; ଲଜ୍ଜାବନତମୁଖ — Very much ashamed; crestfallen.
(ଯଥା—ସେ ଲାଜ ଥୋମଣା ହୋଇ ଏଠାରୁ ପଳାଇଲା)