Jump to content

ଲାଜ ପାଣି

ଉଇକିଅଭିଧାନ‌ରୁ

ଲାଜ ପାଣି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନବଜାତ ଶିଶୁକୁ ଉଠିବାର ଦିନ (୭ମ ଦିନ) ସ୍ନାନ କରାଇବା ସମୟରେ ତା ମୁଖକୁ ଧୋଇବାପାଇଁ ବ୍ୟବହୃତ ପ୍ରଥମ ଅଞ୍ଜଳି ପାଣି —The first handful of water applied to the face of a child on its first bath on the ୭th day of its birth.

[ଦ୍ରଷ୍ଟବ୍ୟ —ଲୋକ ବିଶ୍ୱାସ ଯେ, ଯେଉଁ ଶିଶୁର ମୂହଁରେ ତାହାର ମାତା ଲାଜ ପାଣି ମାରି ନ ଥାନ୍ତି ସେ ଭାବି— ଜୀବନରେ ନିର୍ଲ୍ଲଜ୍ଜ ହୁଏ ଏଥିପାଇଁ କୌଣସି ନିର୍ଲ୍ଲଜ୍ଜ ବ୍ୟକ୍ତିକୁ ଲକ୍ଷ୍ୟ କରି ଲୋକେ କହିଥାନ୍ତି 'ତା ମାଆ ତା ମୁହଁରେ କଅଣ ଲାଜପାଣି ମାରି ନ ଥିଲା କି?']