Jump to content

ଲାଜ ପେୟା

ଉଇକିଅଭିଧାନ‌ରୁ

ଲାଜ ପେୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଖଇର ପତଳା ମଣ୍ଡ; ଖଇକୁ ପାଣିରେ ଚକଟି ତାକୁ ଲୁଗାରେ ଛାଣି ପାଣିଆ କରି ତିଆରି କରା— ଯିବା ପାନୀୟ —A thin paste or gruel made by kneading fried paddy in water and then passing it through cloth.

[ଦ୍ରଷ୍ଟବ୍ୟ — ଏହା ଲଘୁପାକ, ପିପାସାନାଶକ ଓ ଗ୍ଳାନିନାଶକ; ଏହା ସଙ୍ଗେ ସୈନ୍ଧବ ଲବଣ, ତ୍ରିକଟୁ ଓ ଅଳାଇଚ ଗୁଣ୍ଡା ମିଶାଇଲେ ଏହା ଅଧିକତର ଗୁଣଯୁକ୍ତ ହୁଏ]