ଲାଜ ଭକ୍ତ
ଖଇ ସିଝା; ଖଇ ଭାତ; ଗରମ ପାଣିରେ ସିଦ୍ଧ ଖଇ —Fried paddy boiled in water.
[ଦ୍ରଷ୍ଟବ୍ୟ —ଏହା ଲଘୁପାକ, ଶୀତଳ, ଅଗ୍ନିବର୍ଦ୍ଧକ ଓ ରୁଚିକର]